ରାଜ୍ୟରେ ଖସିଲା କରୋନା ସଂକ୍ରମଣ: ବଢ଼ିଲା ସୁସ୍ଥ ସଂଖ୍ୟା

ଦିନକରେ ସୁସ୍ଥ ହେଲେ ୪ହଜାରରୁ ଅଧିକ, ଆଉ ୧୦ ମୃତ, ମୃତ୍ୟୁ ସଂଖ୍ୟା ୫ଶହ ଛୁଇଁବ ଭୁବନେଶ୍ୱର : ଗତ ୨୫ତାରିଖଠାରୁ ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ୩ହଜାର ଟପିଥିଲା। ଏପରିକି ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ୬ଦିନ ପରେ ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ … Continue reading ରାଜ୍ୟରେ ଖସିଲା କରୋନା ସଂକ୍ରମଣ: ବଢ଼ିଲା ସୁସ୍ଥ ସଂଖ୍ୟା